or_tn/luk/21/15.md

894 B

wisdom that all your adversaries will not be able to resist or contradict

ଏପରି ଜ୍ଞାନ ଯାହା ତୁମ୍ଭମାନଙ୍କର କୌଣସି ବିପକ୍ଷମାନେ ପ୍ରରିରୋଧ କରି ପାରିବେ ନାହିଁ ବା ପ୍ରତିବାଦ କରି ପାରିବେ ନାହିଁ

I will give you speech and wisdom

କେଉଁ ଜ୍ଞାନର କଥା କହିବାକୁ ହେବ ମୁଁ ତୁମ୍ଭମାନଙ୍କୁ କହିବି

speech and wisdom

ଏହାକୁ ଗୋଟିଏ ବାକ୍ୟାଂଶରେ ସଂଯୁକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଜ୍ଞାନର ବାକ୍ୟଗୁଡିକ” ବା “ଜ୍ଞାନଯୁକ୍ତ ବାକ୍ୟଗୁଡିକ” (ଦେଖ: rc://*/ta/man/translate/figs-hendiadys)