or_tn/luk/21/14.md

1.1 KiB

Therefore

ଏଥିପାଇଁ, ଯୀଶୁ କହିଥିବା ସମସ୍ତ ବିଷୟକୁ ସୂଚାଉଛି ଯାହାର ଆରମ୍ଭ ([ଲୂକ 21:10] (../ଲୂକ /21/10.ମଝି))ରେ ହୁଏ I (ଦେଖ: rc://*/ta/man/translate/writing-connectingwords)

resolve in your hearts

ଏଠାରେ “ହୃଦୟଗୁଡିକ” ଲୋକମାନଙ୍କର ମନକୁ ବୁଝାଉଥିବା ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନକୁ ସ୍ଥିର କର” ବା “ଦୃଢ଼ ଭାବରେ ସିଦ୍ଧାନ୍ତ ନିଅ” (ଦେଖ: rc://*/ta/man/translate/figs-metonymy)

not to prepare your defense ahead of time

ସେମାନଙ୍କର ଅଭିଯୋଗଗୁଡିକର ବିରୁଦ୍ଧରେ ଆପଣାର ପ୍ରତିରକ୍ଷା ନିମନ୍ତେ ତୁମ୍ଭେମାନେ କଅଣ କହିବ ସେ ବିଷୟରେ ସମୟ ପୂର୍ବରୁ ସ୍ଥିର କର ନାହିଁ