or_tn/luk/21/12.md

2.5 KiB

these things

ଏହା ସେହି ଭୟାନକ ବିଷୟଗୁଡ଼ିକୁ ସୂଚାଏ ଯାହା ଘଟିବ ବୋଲି ଯୀଶୁ କହିଛନ୍ତି I

they will lay their hands on you

ସେମାନେ ତୁମ୍ଭମାନଙ୍କୁ ଧରିବେ I ଏହି ଅଭିବ୍ୟକ୍ତି ଶିଷ୍ୟମାନଙ୍କ ଉପରେ ଅଧିକାର ପ୍ରୟୋଗ କରୁଥିବା ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ସେମାନେ ତୁମ୍ଭମାନଙ୍କୁ ଗିରଫ କରିବେ” (ଦେଖ: rc://*/ta/man/translate/figs-metonymy)

they will lay

ଲୋକମାନେ କରିବେ ବା “ଶତୃମାନେ କରିବେ”

you

ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I ଏଠାରେ “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I (ଦେଖ: rc://*/ta/man/translate/figs-you)

delivering you over to the synagogues

“ସମାଜଗୃହ” ଶବ୍ଦ ସମାଜଗୃହର ଲୋକମାନଙ୍କୁ, ବିଶେଷ ଭାବରେ ନେତାମାନଙ୍କୁ ବୁଝାଉଥିବା ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସମାଜଗୃହର ନେତାମାନଙ୍କ ହସ୍ତରେ ସମର୍ପଣ କରିବେ” ବା “ତୁମ୍ଭମାନଙ୍କୁ ସମାଜଗୃହକୁ ନେଇଯିବେ, ଯେପରି ସେଠାରେ ଥିବା ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହା ଇଚ୍ଛା ତାହା କରିପାରିବେ (ଦେଖ: rc://*/ta/man/translate/figs-metonymy)

and prisons

ଏବଂ ତୁମ୍ଭମାନଙ୍କୁ କାରାଗାରଗୁଡିକରେ ନିକ୍ଷେପ କରିବେ ବା “ତୁମ୍ଭମାନଙ୍କୁ କାରାଗାରଗୁଡିକରେ ଭର୍ତ୍ତି କରିବେ”

because of my name

“ନାମ” ଶବ୍ଦ ଏଠାରେ ସ୍ୱୟଂ ଯୀଶୁଙ୍କୁ ସୂଚାଇବା ପାଇଁ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ମୋ’ ସକାଶେ” ବା “ଯେହେତୁ ତୁମ୍ଭେମାନେ ମୋହର ଅନୁଗମନ କରୁଛ” (ଦେଖ: rc://*/ta/man/translate/figs-metonymy)