or_tn/luk/21/11.md

862 B

famines and plagues in various places

ଏହି “ସ୍ଥାନେ ସ୍ଥାନେ” ଶବ୍ଦଗୁଡିକ ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ଅନେକ ସ୍ଥାନଗୁଡିକରେ ଦୁର୍ଭିକ୍ଷ ଓ ମହାମାରୀ ହେବ” ବା “ବିଭିନ୍ନ ସ୍ଥାନଗୁଡିକରେ କ୍ଷୁଧା ଏବଂ ରୋଗଗୁଡିକ ଦେଖାଯିବାର ସମୟ ଆସିବ” (ଦେଖ: rc://*/ta/man/translate/figs-ellipsis)

terrifying events

ଯେଉଁ ଘଟଣାଗୁଡିକ ଲୋକମାନଙ୍କୁ ଭୟଭୀତ କରିବ ବା “ଯେଉଁ ଘଟଣାଗୁଡିକ ଲୋକମାନଙ୍କୁ ଅତି ଭୟ କରିବାକୁ ଦେବ I