or_tn/luk/21/10.md

2.3 KiB

Then he said to them

ତା’ପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ I ଯେହେତୁ ଏହା ପୂର୍ବବର୍ତ୍ତୀ ପଦରେ ଯୀଶୁ କହୁଥିବା କଥାର କ୍ରମଶ ଅଟେ, କେତେକ ଭାଷା ହୁଏତ “ତା’ପରେ ସେ ସେମାନଙ୍କୁ କହିଲେ” କହିବା ପାଇଁ ପସନ୍ଦ କରି ନ ପାରନ୍ତି I”

Nation will rise against nation

ଏହି ସ୍ଥାନରେ “ଜାତି” ଦେଶର ଲୋକମାନଙ୍କୁ ବୁଝାଏ, ଏବଂ “ବିପକ୍ଷରେ ଉଠିବେ” ଆକ୍ରମଣ କରିବାର ଏକ ପ୍ରତିଶବ୍ଦ ଅଟେ I “ଜାତି” ଶବ୍ଦ ସାଧାରଣ ଅର୍ଥରେ ଦେଶକୁ ପ୍ରତିନିଧିତ୍ଵ କରେ, କୌଣସି ନିର୍ଦ୍ଧିଷ୍ଟ ଦେଶକୁ ନୁହେଁ I ବିକଳ୍ପ ଅନୁବାଦ: “ଗୋଟିଏ ଦେଶର ଲୋକମାନେ ଅନ୍ୟ ଦେଶର ଲୋକମାନଙ୍କୁ ଆକ୍ରମଣ କରିବେ” ବା “କେତେକ ଦେଶଗୁଡିକର ଲୋକମାନେ ଅନ୍ୟ ଦେଶଗୁଡିକର ଲୋକମାନଙ୍କୁ ଆକ୍ରମଣ କରିବେ” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-genericnoun]])

Nation

ଏହା ଦେଶଗୁଡିକ ଅପେକ୍ଷା ବରଂ ମାନବଜାତିର ଲୋକମାନଙ୍କ ଦଳଗୁଡିକୁ ସୂଚାଏ I

kingdom against kingdom

ଏହି “ବିପକ୍ଷରେ ଉଠିବେ” ଶବ୍ଦଗୁଡିକ ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ ଏବଂ ଆକ୍ରମଣକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ” ବା “କେତେକ ରାଜ୍ୟଗୁଡିକର ଲୋକମାନେ ଅନ୍ୟ ରାଜ୍ୟଗୁଡିକର ଲୋକମାନଙ୍କୁ ଆକ୍ରମଣ କରିବେ” (ଦେଖ: [[rc:///ta/man/translate/figs-ellipsis]] ଏବଂ [[rc:///ta/man/translate/figs-metonymy]] ଏବଂ rc://*/ta/man/translate/figs-genericnoun)