or_tn/luk/21/09.md

1.5 KiB

wars and riots

ଏହି ସ୍ଥାନରେ “ଯୁଦ୍ଧ” ବୋଧହୁଏ ଦେଶମାନଙ୍କ ମଧ୍ୟରେ ଲଢ଼େଇକୁ ସୂଚାଇଥାଏ ଏବଂ “ବିପ୍ଲବଗୁଡିକ” ହୁଏତ ଲୋକମାନେ ଆପଣାମାନଙ୍କ ନିଜର ନେତାମାନଙ୍କ ବିରୁଦ୍ଧରେ ଲଢ଼େଇକୁ ସୂଚାଇଥାଏ ବା ସେମାନଙ୍କ ନିଜ ଦେଶରେ ଅନ୍ୟମାନଙ୍କ ବିରୁଦ୍ଧରେ ଲଢ଼େଇକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଯୁଦ୍ଧଗୁଡିକ ଓ ବିଦ୍ରୋହଗୁଡିକ” ବା “ଯୁଦ୍ଧଗୁଡିକ ଏବଂ ବିପ୍ଲବଗୁଡିକ”

do not be terrified

ଏହି ବିଷୟଗୁଡିକ ତୁମ୍ଭମାନଙ୍କୁ ଭୟଭୀତ ନ କରୁ ବା “ଭୟଭୀତ ହୁଅ ନାହିଁ”

it will not immediately be the end

ଏହା ଅନ୍ତିମ ବିଚାରକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଯୁଦ୍ଧ ଓ ବିପ୍ଲବ ପରେ ତୁରନ୍ତ ଜଗତର ଶେଷ ହେବ ନାହିଁ” ବା “ସେହି ବିଷୟଗୁଡିକ ଘଟିବା ପରେ ତତକ୍ଷଣାତ ଜଗତର ଅନ୍ତ ହେବ ନାହିଁ” (ଦେଖ: rc://*/ta/man/translate/figs-explicit)

the end

ସମସ୍ତ ବିଷୟର ଅନ୍ତ ବା “ଯୁଗର ଶେଷ”