or_tn/luk/21/08.md

1.4 KiB

you are not deceived

ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I “ତୁମ୍ଭେମାନେ” ଶବ୍ଦ ବହୁବଚନରେ ରହିଛି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମିଥ୍ୟା କଥାରେ ବିଶ୍ୱାସ କର ନାହିଁ” ବା “ଯେପରି କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ” (ଦେଖ: [[rc:///ta/man/translate/figs-you]] ଏବଂ [[rc:///ta/man/translate/figs-activepassive]])

in my name

ତାଙ୍କ ନାମରେ ଆସୁଥିବା ଲୋକମାନେ ତାଙ୍କର ପ୍ରତିନିଧିତ୍ଵ କରୁଥିବା ବିଷୟ ଦାବୀ କରନ୍ତି I ବିକଳ୍ପ ଅନୁବାଦ: “ମୁଁ ବୋଲି ଦାବୀ କରିବା” ବା “ମୋହର କ୍ଷମତା ପାଇଛନ୍ତି ବୋଲି ଦାବୀ କରିବା” (ଦେଖ: rc://*/ta/man/translate/figs-metonymy)

I am he

ମୁଁ ଖ୍ରୀଷ୍ଟ ଅଟେ ବା “ମୁଁ ମଶୀହ ଅଟେ”

Do not go after them

ସେମାନଙ୍କୁ ବିଶ୍ୱାସ କର ନାହିଁ ବା “ସେମାନଙ୍କର ଶିଷ୍ୟ ହୁଅ ନାହିଁ”