or_tn/luk/21/02.md

877 B

a certain poor widow

ଏହା କାହାଣୀ ପ୍ରତି ଏକ ନୂତନ ଚରିତ୍ରକୁ ପରିଚିତ କରିବା ପାଇଁ ଏକ ଶୈଳୀ ଅଟେ I (ଦେଖ: rc://*/ta/man/translate/writing-participants)

two mites

ଦୁଇଟି କ୍ଷୁଦ୍ର ମୁଦ୍ରା ବା “ଦୁଇଟି ଛୋଟ ତମ୍ବା ମୁଦ୍ରା I” ସେହି ସମୟରେ ଲୋକମାନେ ବ୍ୟବହାର କରୁଥିବା ମୁଦ୍ରାମାନଙ୍କ ମଧ୍ୟରେ ଏଗୁଡିକ ସର୍ବ ନିମ୍ନ ମୂଲ୍ୟର ମୁଦ୍ରା ଅଟେ I ବିକଳ୍ପ ଅନୁବାଦ: “ଦୁଇଟି ଅଧୁଲି” ବା “ଅଳ୍ପ ମୂଲ୍ୟର ଦୁଇଟି ଛୋଟ ମୁଦ୍ରା” (ଦେଖ: rc://*/ta/man/translate/translate-bmoney)