or_tn/luk/20/46.md

600 B

Beware of

ବିରୁଦ୍ଧରେ ସାବଧାନ ହୁଅ

who desire to walk in long robes

ଲମ୍ବା ବସ୍ତ୍ରଗୁଡିକ ଦର୍ଶାଏ ଯେ ସେମାନେ ମହତ୍ତ୍ଵପୂର୍ଣ୍ଣ ଥିଲେ I ବିକଳ୍ପ ଅନୁବାଦ: “ଯେଉଁମାନେ ସେମାନଙ୍କର ମହତ୍ତ୍ଵପୂର୍ଣ୍ଣ ଲମ୍ବା ଲୁଗାଗୁଡିକ ପିନ୍ଧି ଚାରିଆଡେ ବୁଲିବାକୁ ପସନ୍ଦ କରନ୍ତି"" (ଦେଖ: rc://*/ta/man/translate/figs-explicit)