or_tn/luk/20/44.md

998 B

David therefore calls him 'Lord'

ସେହି ସମୟର ସଂସ୍କୃତିରେ, ଜଣେ ପିତା ତାହାର ପୁତ୍ରଠାରୁ ଅଧିକ ସମ୍ମାନୀୟ ବ୍ୟକ୍ତି ଥିଲେ I ଦାଉଦଙ୍କ ଦ୍ୱାରା ଖ୍ରୀଷ୍ଟଙ୍କ ନିମନ୍ତେ ବ୍ୟବହୃତ “ପ୍ରଭୁ” ପଦବୀ ସୂଚାଏ ଯେ ସେ ଦାଉଦଙ୍କ ଅପେକ୍ଷା ମହତ୍ତର ଥିଲେ I (ଦେଖ: rc://*/ta/man/translate/figs-explicit)

so how is he his son?

ତେଣୁ ଖ୍ରୀଷ୍ଟ କିପରି ଦାଉଦଙ୍କ ପୁତ୍ର ହୋଇପାରିବେ ? ଏହା ଏକ ଉକ୍ତି ହୋଇପାରିବ I ବିକଳ୍ପ ଅନୁବାଦ: “ଏହା ଦର୍ଶାଏ ଯେ ଖ୍ରୀଷ୍ଟ କେବଳ ମାତ୍ର ଦାଉଦଙ୍କ ବଂଶଧର ନ ଥିଲେ” (ଦେଖ: rc://*/ta/man/translate/figs-rquestion)