or_tn/luk/20/40.md

1.5 KiB

For they did not dare

ଏହା ଶାସ୍ତ୍ରୀମାନଙ୍କୁ ବା ସାଦ୍ଦୁକୀମାନଙ୍କୁ ବା ଉଭୟଙ୍କୁ ସୂଚାଏ ଏହା ଅସ୍ପଷ୍ଟ I ଉକ୍ତିକୁ ସାଧାରଣ ଭାବରେ ରଖିବା ସର୍ବୋତ୍କୃଷ୍ଟ ହେବ I

they did not dare ask him anything

ସେମାନେ ... ପ୍ରଶ୍ନଗୁଡିକ ପଚାରିବାକୁ ଭୟ କଲେ ବା “ସେମାନେ ... ପ୍ରଶ୍ନଗୁଡିକ ପଚାରି ଅନିଷ୍ଟ କରିବାକୁ ଚାହିଁଲେ ନାହିଁ I” ସେମାନେ ବୁଝିଲେ ଯେ ଯୀଶୁ ଯେତେ ବେଶୀ ଜାଣିଛନ୍ତି ସେମାନେ ସେତିକି ଜାଣିନାହାନ୍ତି, କିନ୍ତୁ ସେମାନେ ତାହା କହିବାକୁ ଇଚ୍ଛା କଲେ ନାହିଁ I ଏହାକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ତାଙ୍କୁ ଆଉ ପ୍ରତାରଣାପୂର୍ଣ୍ଣ ପ୍ରଶ୍ନଗୁଡିକ ପଚାରିଲେ ନାହିଁ କାରଣ ସେମାନେ ଭୟ କଲେ ଯେ ତାଙ୍କର ଜ୍ଞାନପୂର୍ଣ୍ଣ ଉତ୍ତରଗୁଡିକ ସେମାନଙ୍କୁ ପୁନର୍ବାର ମୁର୍ଖ ଭାବରେ ପ୍ରଦର୍ଶିତ କରିବ” (ଦେଖ: rc://*/ta/man/translate/figs-explicit)