or_tn/luk/20/38.md

2.2 KiB

Now

ମୁଖ୍ୟ ଶିକ୍ଷାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ଶବ୍ଦ ବ୍ୟବହୃତ ହୋଇଛି I ଏଠାରେ ଯୀଶୁ ବ୍ୟାଖ୍ୟା କରନ୍ତି ଯେ କିପରି ଏହି କାହାଣୀ ପ୍ରମାଣିତ କରେ ଯେ ଲୋକମାନେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୁଅନ୍ତି I

he is not the God of the dead, but of the living

ଏହି ଦୁଇଟି ବାକ୍ୟର ଏକାପରି ଅର୍ଥ ରହିଛି ଯାହାକୁ ଗୁରୁତ୍ଵ ପ୍ରଦାନ କରିବା ନିମନ୍ତେ ଦୁଇଥର କୁହାଯାଇଛି I କେତେକ ଭାଷାରେ ଗୁରୁତ୍ଵ ପ୍ରଦାନକୁ ଦର୍ଶାଇବା ପାଇଁ ବିଭିନ୍ନ ଶୈଳୀ ରହିଛି I ବିକଳ୍ପ ଅନୁବାଦ: “ପ୍ରଭୁ କେବଳ ଜୀବିତ ଲୋକମାନଙ୍କର ଈଶ୍ୱର ଅଟନ୍ତି” (ଦେଖ: rc://*/ta/man/translate/figs-parallelism)

but of the living

କିନ୍ତୁ ଜୀବିତମାନଙ୍କର ଈଶ୍ୱର I ଯେହେତୁ ଏହି ଲୋକମାନେ ଶାରୀରିକ ଭାବରେ ମୃତ୍ୟୁବରଣ କଲେ, ସେମାନେ ନିଶ୍ଚୟ ଆତ୍ମିକ ଭାବରେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ସେହି ଲୋକମାନଙ୍କ ଈଶ୍ୱର, ଯେଉଁମାନଙ୍କର ଆତ୍ମା ଜୀବିତ ଅଟେ, ଯଦିଓ ସେମାନଙ୍କ ଶରୀରଗୁଡିକ ହୁଏତ ମୃତ ହୋଇଛି” (ଦେଖ: rc://*/ta/man/translate/figs-explicit)

because all live to him

କାରଣ ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ସମସ୍ତେ ଏପର୍ଯ୍ୟନ୍ତ ଜୀବିତ ଅଟନ୍ତି ବା “କାରଣ ସେମାନଙ୍କର ଆତ୍ମାଗୁଡିକ ଈଶ୍ୱରଙ୍କ ଉପସ୍ଥିତିରେ ଜୀବିତ ଅଟନ୍ତି”