or_tn/luk/20/37.md

2.0 KiB

Connecting Statement:

ଯୀଶୁ ସାଦ୍ଦୁକୀମାନଙ୍କୁ ଉତ୍ତର ଦେବା ସମାପ୍ତ କରନ୍ତି I

But that the dead are raised, even Moses showed

ଏଠାରେ “ମଧ୍ୟ” ଶବ୍ଦ ରହିଛି କାରଣ ସାଦ୍ଦୁକୀମାନେ ହୁଏତ ଚମତ୍କୃତ ହୋଇ ନ ଥାଆନ୍ତେ ଯେ କେତେକ ଶାସ୍ତ୍ର କୁହେ ଯେ ମୃତମାନେ ଉତ୍ଥିତ ହୁଅନ୍ତି, କିନ୍ତୁ ମୋଶା ଯେ ସେପରି କିଛି ଲେଖିଥିବେ ଏହା ସେମାନେ ଆଶା କରୁ ନ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ମୋଶା ମଧ୍ୟ ମୃତ ଲୋକମାନେ ମୃତ୍ୟୁରୁ ଉଠିବା ଦର୍ଶାଇଛନ୍ତି” (ଦେଖ: rc://*/ta/man/translate/figs-activepassive)

the dead are raised

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରି ହେବ I ବିକଳ୍ପ ଅନୁବାଦ: “ଈଶ୍ୱର ମୃତ ଲୋକମାନଙ୍କୁ ଜୀବିତ ହେବାକୁ ଦେଲେ” (ଦେଖ: rc://*/ta/man/translate/figs-activepassive)

at the bush

ଶାସ୍ତ୍ରର ଅଂଶରେ ଯେଉଁଠାରେ ସେ ଜ୍ୱଳନ୍ତ ବୁଦା ସମ୍ପର୍କରେ ଲେଖିଲେ ବା “ଶାସ୍ତ୍ରରେ ଜ୍ୱଳନ୍ତ ବୁଦା ସମ୍ପର୍କରେ” (ଦେଖ: rc://*/ta/man/translate/figs-explicit)

where he calls the Lord

ଯେଉଁଠାରେ ପ୍ରଭୁ ମୋଶାଙ୍କୁ ଡାକିଲେ

the God of Abraham, and the God of Isaac, and the God of Jaco

ଅବ୍ରହାମଙ୍କ ଈଶ୍ୱର, ଇସହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର I ସେମାନେ ସମସ୍ତେ ସେହି ସମାନ ଈଶ୍ୱରଙ୍କ ସେବା ଉପାସନା କଲେ I