or_tn/luk/20/31.md

1.0 KiB

the third took her

ତୃତୀୟଟି ତାହାକୁ ବିବାହ କଲା

the third

ଭାଇ ନମ୍ବର ତିନି ବା “ଜେଷ୍ଠ ଭାଇ ଯିଏ ସେପର୍ଯ୍ୟନ୍ତ ଜୀବିତ ଥିଲା” (ଦେଖ: rc://*/ta/man/translate/translate-ordinal)

likewise the seven also left no children, and died

କାହାଣୀକୁ ସଂକ୍ଷିପ୍ତ କରି ରଖିବା ପାଇଁ ସେମାନେ ଅନେକ ବିଷୟର ବିଶଦ ବର୍ଣ୍ଣନାକୁ ପୁନରାବୃତ୍ତି କଲେ ନାହିଁ I ବିକଳ୍ପ ଅନୁବାଦ: “ସେହି ପ୍ରକାରେ ଅବଶିଷ୍ଟ ସାତଜଣ ଭାଇମାନେ ତାହାକୁ ବିବାହ କଲେ ଏବଂ ସନ୍ତାନହୀନ ହୋଇ ମଲେ” (ଦେଖ: rc://*/ta/man/translate/figs-ellipsis)

the seven

ସମସ୍ତ ସାତଜଣ ଭାଇ ବା “ସାତଜଣ ଭାଇ ମଧ୍ୟରୁ ପ୍ରତ୍ୟେକେ”