or_tn/luk/20/22.md

1.6 KiB

Is it lawful ... or not?

ସେମାନେ ଆଶା କରୁଥିଲେ ଯେ ଯୀଶୁ ହୁଏତ “ହଁ” କହିବେ କିମ୍ବା “ନା” କହିବେ I ଯଦି ସେ “ହଁ” କହିବେ ତାହାହେଲେ ଯିହୂଦୀ ଲୋକମାନେ ସେମାନଙ୍କୁ ଏକ ବିଦେଶୀ ସରକାରକୁ କର ଦେବା ପାଇଁ ସେ କହୁଥିବା ହେତୁ ତାଙ୍କ ଉପରେ କ୍ରୋଧ କରିବେ I କିନ୍ତୁ ଯଦି ସେ “ନା” କହିବେ ତାହାହେଲେ ଧର୍ମନେତାମାନେ ରୋମୀୟମାନଙ୍କୁ କହିପାରିବେ ଯେ ଯୀଶୁ ଲୋକମାନଙ୍କୁ ରୋମୀୟ ନିୟମଗୁଡିକ ଉଲଂଘନ କରିବା ନିମନ୍ତେ ଶିକ୍ଷା ଦେଉଛନ୍ତି I

Is it lawful

ସେମାନେ ଈଶ୍ୱରଙ୍କ ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ କରୁଥିଲେ, କାଇସରଙ୍କ ନିୟମ ବିଷୟରେ ନୁହେଁ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ବ୍ୟବସ୍ଥା କଣ ଆମ୍ଭମାନଙ୍କୁ ଅନୁମତି ଦିଏ

Caesar

ଯେହେତୁ କାଇସର ରୋମୀୟ ସରକାରଙ୍କର ଶାସନକର୍ତ୍ତା ଥିଲେ, ତେଣୁ କରି ସେମାନେ କାଇସରଙ୍କ ନାମ ଦ୍ୱାରା ରୋମୀୟ ସରକାରଙ୍କୁ ସୂଚିତ କରୁଥିଲେ I (ଦେଖ: rc://*/ta/man/translate/figs-metonymy)