or_tn/luk/20/21.md

1.8 KiB

Connecting Statement:

ଏହା କାହାଣୀର ଏହି ଭାଗରେ ପରବର୍ତ୍ତୀ ଘଟଣାର ଆରମ୍ଭ ଅଟେ I ମନ୍ଦିରରେ ପ୍ରଧାନ ଯାଜକମାନେ ଯୀଶୁଙ୍କୁ ପ୍ରଶ୍ନ ପଚାରିବା ସମୟଠାରୁ କିଛି କାଳ ବିତି ଯାଇଛି I ବର୍ତ୍ତମାନ ଚରମାନେ ଯୀଶୁଙ୍କୁ ପ୍ରଶ୍ନ କରୁଛନ୍ତି I

they asked him

ଚରମାନେ ଯୀଶୁଙ୍କୁ ପ୍ରଶ୍ନ ପଚାରିଲେ

Teacher, we know ... you teach the way of God in truth

ଚରମାନେ ଯୀଶୁଙ୍କୁ ପ୍ରତାରଣା କରିବା ନିମନ୍ତେ ଚେଷ୍ଟା କରୁଛନ୍ତି I ସେମାନେ ଯୀଶୁଙ୍କ ସମ୍ପର୍କରେ ଏହି ବିଷୟଗୁଡିକୁ ବିଶ୍ୱାସ କଲେ ନାହିଁ I

we know

ଆମ୍ଭେମାନେ ଶବ୍ଦ କେବଳ ଚରମାନଙ୍କୁ ସୂଚାଏ I (ଦେଖ: rc://*/ta/man/translate/figs-exclusive)

do not show partiality

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଆପଣ ସତ୍ୟ କଥା କହନ୍ତି ଯଦିଓ ମହତ୍ତ୍ଵପୂର୍ଣ୍ଣ ଲୋକମାନେ ଏହାକୁ ପସନ୍ଦ କରନ୍ତି ନାହିଁ” 2) ଆପଣ ମୁଖାପେକ୍ଷା କରନ୍ତି ନାହିଁ” (ଦେଖ: rc://*/ta/man/translate/figs-activepassive)

but you teach the truth about the way of God

ଚରମାନେ ଯୀଶୁଙ୍କ ସମ୍ପର୍କରେ ଜାଣିଥିଲେ ବୋଲି ଯାହା କହୁଛନ୍ତି ଏହା ତହିଁର ଅଂଶ ଅଟେ I