or_tn/luk/20/19.md

1.2 KiB

sought to lay hands on him

ଏହି ପଦରେ, “ଉପରେ ହାତ ପକାଇବା’ ଅର୍ଥ ସେହି ବ୍ୟକ୍ତିକୁ କେହି ଜଣେ ଗିରଫ କରିବା I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ଗିରଫ କରିବାକୁ ଏକ ଉପାୟ ଅନ୍ୱେଷଣ କଲେ I (ଦେଖ: rc://*/ta/man/translate/figs-metonymy)

in that very hour

ତୁରନ୍ତ

they were afraid of the people

ଏହି କାରଣ ହେତୁ ସେମାନେ ତାଙ୍କୁ ତତକ୍ଷଣାତ୍ ଗିରଫ କଲେ ନାହିଁ I ଲୋକମାନେ ଯୀଶୁଙ୍କୁ ସମ୍ମାନ କରୁଥିଲେ, ଓ ଧର୍ମନେତାମାନେ ଭୟ କରୁଥିଲେ ଯେ ଯଦି ସେମାନେ ତାଙ୍କୁ ଗିରଫ କରିବେ କାଳେ ଲୋକମାନେ କଅଣ କରିବେ I ବିକଳ୍ପ ଅନୁବାଦ: “ସେମାନେ ତାଙ୍କୁ ଗିରଫ କଲେ ନାହିଁ କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ I (ଦେଖ: rc://*/ta/man/translate/figs-explicit)