or_tn/luk/20/18.md

1.5 KiB

Every one who falls ... broken to pieces

ଦ୍ବିତୀୟ ରୂପକ ସେହି ଲୋକମାନଙ୍କ ବିଷୟରେ କୁହେ ଯେଉଁମାନେ ମଶୀହଙ୍କୁ ପ୍ରତ୍ୟାଖ୍ୟାନ କଲେ, ସତେ ଯେପରି ସେମାନେ ଏକ ପ୍ରସ୍ତର ଉପରେ ପଡିବେ ଓ କ୍ଷତବିକ୍ଷତ ହେବେ I (ଦେଖ: rc://*/ta/man/translate/figs-metaphor)

will be broken to pieces

ଏହା ପ୍ରସ୍ତର ଉପରେ ପଡିବାର ପରିଣତି ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଭାଙ୍ଗି ଖଣ୍ଡବିଖଣ୍ଡ ହେବେ” (ଦେଖ: rc://*/ta/man/translate/figs-activepassive)

But on whomever it falls

କିନ୍ତୁ ଯାହା ଉପରେ ସେହି ପ୍ରସ୍ତର ପଡିବ I ଏହି ତୃତୀୟ ରୂପକଟି ମଶୀହଙ୍କ ସମ୍ପର୍କରେ କୁହେ, ଯେଉଁମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କରିବେ ସେମାନଙ୍କୁ ସେ ବିଚାର କରୁଛନ୍ତି ସତେ ଯେପରି ଏକ ବିଶାଳ ପ୍ରସ୍ତର ପଡି ସେମାନଙ୍କୁ ଚୂର୍ଣ୍ଣବିଚୂର୍ଣ୍ଣ କରିବ I (ଦେଖ: rc://*/ta/man/translate/figs-metaphor)