or_tn/luk/20/17.md

2.9 KiB
Raw Permalink Blame History

Connecting Statement:

ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ଜାରି ରଖିଛନ୍ତି

But Jesus looked at them

କିନ୍ତୁ ସେମାନଙ୍କୁ ଏକ ଦୃଷ୍ଟିରେ ଚାହିଁଲେ ବା “କିନ୍ତୁ ସେ ସେମାନଙ୍କ ପ୍ରତି ସିଧାସଳଖ ଅନାଇଲେ I” ସେ ଯାହା କହୁଛନ୍ତି ତାହା ବୁଝିବା ନିମନ୍ତେ ସେମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ସେ ଏହା କଲେ I

What then is this that is written: 'The stone ... the cornerstone'?

ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଯାହା ଲେଖାଅଛି ତାହା ବୁଝି ପାରିବା ନିମନ୍ତେ ତୁମ୍ଭେମାନେ ସକ୍ଷମ ହେବା ଉଚିତ ... ‘କୋଣର ପ୍ରଧାନ ପ୍ରସ୍ତର I” (ଦେଖ: rc://*/ta/man/translate/figs-rquestion)

this that is written

ଏହି ଶାସ୍ତ୍ର

The stone that the builders rejected has become the cornerstone

ଗୀତସଂହିତା ପୁସ୍ତକର ଏକ ଭାବବାଣୀରେ ଥିବା ତିନୋଟି ରୂପକ ମଧ୍ୟରୁ ଏହା ପ୍ରଥମ ରୂପକ ଅଟେ I ଏହା ମଶୀହଙ୍କୁ ସୂଚାଏ ସତେ ଯେପରି ସେ ଏକ ପ୍ରସ୍ତର ଅଟନ୍ତି ଯାହାଙ୍କୁ ଗୃହନିର୍ମାଣକାରୀମାନେ ବ୍ୟବହାର କରିବାକୁ ମନୋନୀତ କଲେ ନାହିଁ, କିନ୍ତୁ ଈଶ୍ୱର ଅତି ମହତ୍ତ୍ଵପୂର୍ଣ୍ଣ ପ୍ରସ୍ତର କଲେ I (ଦେଖ: rc://*/ta/man/translate/figs-metaphor)

The stone that the builders rejected

ଯେଉଁ ପ୍ରସ୍ତରକୁ ନିର୍ମାଣକାରୀମାନେ କହିଲେ ଯେ ତାହା ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବା ନିମନ୍ତେ ଅନୁପଯୁକ୍ତ ଅଟେ I ସେହି ସମୟରେ ଲୋକମାନେ ଗୃହଗୁଡିକର ପ୍ରାଚୀରଗୁଡିକ ଏବଂ ଅନ୍ୟାନ୍ୟ ଗୃହଗୁଡିକ ନିର୍ମାଣ କରିବା ପାଇଁ ପ୍ରସ୍ତର ବ୍ୟବହାର କରୁଥିଲେ I

the builders

ଏହା ଧର୍ମନେତାମାନଙ୍କୁ ସୂଚାଏ ଯେଉଁମାନେ ଯୀଶୁଙ୍କୁ ମଶୀହ ଭାବରେ ପ୍ରତ୍ୟାଖ୍ୟାନ କରୁଥିଲେ I

the cornerstone

ଗୃହର ପ୍ରଧାନ ପ୍ରସ୍ତର ବା “ଗୃହର ଅତି ମହତ୍ତ୍ଵପୂର୍ଣ୍ଣ ପ୍ରସ୍ତର”