or_tn/luk/20/09.md

12 lines
1.2 KiB
Markdown

# General Information:
ଯୀଶୁ ମନ୍ଦିରରେ ଲୋକମାନଙ୍କୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I (ଦେଖ: [[rc://*/ta/man/translate/figs-parables]])
# rented it out to vine growers
କେତେକ ଦ୍ରାକ୍ଷା ଉତ୍ପାଦନକାରୀମାନଙ୍କୁ ପାଉଣା ବଦଳରେ ଏହା ବ୍ୟବହାର କରିବା ନିମନ୍ତେ ଅନୁମତି ଦେଲେ ବା “ଏହାକୁ ବ୍ୟବହାର କରିବା ପାଇଁ କେତେକ ଦ୍ରାକ୍ଷା ଉତ୍ପାଦନକାରୀମାନଙ୍କୁ ଅନୁମତି ଦେଲେ ଯେଉଁମାନେ ତାଙ୍କୁ ପରେ ପ୍ରାପ୍ୟ ପ୍ରଦାନ କରିବେ I” ଏହି ପ୍ରାପ୍ୟ ହୁଏତ ଅର୍ଥ ଆକାରରେ, ବା ଫସଲର ଏକ ଭାଗ ଭାବରେ ହୋଇପାରେ I
# vine growers
ଏହି ଲୋକମାନେ ଦ୍ରାକ୍ଷାଲତାର ଯତ୍ନ ନେଉଥିଲେ ଓ ଦ୍ରାକ୍ଷାଫଳ ଉତ୍ପନ୍ନ କରୁଥିଲେ I ବିକଳ୍ପ ଅନୁବାଦ: “ଦ୍ରାକ୍ଷାଫଳର କୃଷକମାନେ”