or_tn/luk/20/07.md

1.7 KiB

So they answered that

ଏଣୁ ପ୍ରଧାନ ଯାଜକମାନେ, ଶାସ୍ତ୍ରୀମାନେ ଏବଂ ପ୍ରାଚୀନମାନେ ଉତ୍ତର ଦେଲେ I “ଏଣୁ” ଶବ୍ଦ ଗୋଟିଏ ଘଟିଥିବା ଘଟଣାକୁ ଚିହ୍ନିତ କରେ ଯାହା ପ୍ରଥମେ ଘଟିଥିବା କୌଣସି ଘଟଣା ହେତୁ ଘଟିଥିଲା I ଏହି କ୍ଷେତ୍ରରେ, ସେମାନେ ଆପଣାମାନଙ୍କ ମଧ୍ୟରେ ଯୁକ୍ତିତର୍କ କଲେ ଲୂକ 19:1-2, ଏବଂ ସେମାନେ କହିବାକୁ ଇଚ୍ଛା କରୁଥିଲେ ବି ସେମାନଙ୍କ ପାଖରେ କୌଣସି ଉତ୍ତର ନ ଥିଲା I

they answered that they did not know where it was from.

ଏହାକୁ ଏକ ସିଧାସଳଖ ଉଦ୍ଧୃତି ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ କହିଲେ, ‘ଏହା କେଉଁଠାରୁ ଆସିଲା, ତାହା ଆମ୍ଭେମାନେ ଜାଣୁନାହୁଁ I” (ଦେଖ: rc://*/ta/man/translate/figs-quotations)

where it was from

ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଲା I ବିକଳ୍ପ ଅନୁବାଦ: “ବାପ୍ତିସ୍ମ ଦେବା ପାଇଁ ଯୋହନଙ୍କ ଅଧିକାର କେଉଁଠାରୁ ଆସିଲା” ବା “ଲୋକମାନଙ୍କୁ ବାପ୍ତିସ୍ମ ଦେବା ପାଇଁ ଯୋହନଙ୍କୁ କିଏ ଅଧିକାର ଦେଲା”