or_tn/luk/19/44.md

2.4 KiB

They will strike you down to the ground and your children with you

ଯୀଶୁ ନଗରୀର ଲୋକମାନଙ୍କୁ କହୁଛନ୍ତି ସତେ ଯେପରି ସେ ନଗରୀକୁ ଜଣେ ସ୍ତ୍ରୀଲୋକକୁ କହିବା ପରି କହୁଛନ୍ତି I ସେ ନଗରୀରେ ବାସ କରୁଥିବା ଲୋକମାନଙ୍କ ବିଷୟରେ କହନ୍ତି ସତେ ଯେପରି ସେମାନେ ସେହି ସ୍ତ୍ରୀଲୋକର ସନ୍ତାନଗଣ ଅଟନ୍ତି, ଓ ଏହି ପ୍ରକାରେ ନଗରୀର ସନ୍ତାନଗଣ ଅଟନ୍ତି I ଗୋଟିଏ ନଗରୀକୁ ଧୁଳିସାତ କରିବା ଅର୍ଥ ଏହାର ପାଚେରୀ ଏବଂ କୋଠାଗୁଡିକୁ ଧ୍ଵଂସ କରିବା ଅଟେ ଏବଂ ଏହାର ସନ୍ତାନଗଣକୁ ଆଘାତ କରିବା ଅର୍ଥ ଯେଉଁମାନେ ଏହା ଭିତରେ ବାସ କରନ୍ତି ସେମାନଙ୍କୁ ବଧ କରିବା ଅଟେ I ବିକଳ୍ପ ଅନୁବାଦ: “ସେମାନେ ସମ୍ପୂର୍ଣ୍ଣ ରୂପରେ ତୋତେ ଧ୍ଵଂସ କରିବେ ଏବଂ ତୋ ଭିତରେ ବାସ କରୁଥିବା ସମସ୍ତଙ୍କୁ ବଧ କରିବେ” ବା “ସେମାନେ ସମ୍ପୂର୍ଣ୍ଣ ରୂପରେ ତୁମ୍ଭମାନଙ୍କ ନଗରୀକୁ ଧ୍ଵଂସ କରିବେ ଓ ତୁମ୍ଭମାନଙ୍କର ସମସ୍ତଙ୍କୁ ବଧ କରିବେ” (ଦେଖ: rc://*/ta/man/translate/figs-apostrophe)

They will not leave one stone upon another

ସେମାନେ କୌଣସି ପଥରକୁ ତାହାର ନିଜ ସ୍ଥାନରେ ରହିବାକୁ ଦେବେ ନାହିଁ I ଶତୃମାନେ ସମ୍ପୂର୍ଣ୍ଣ ରୂପରେ ନଗରୀକୁ ଧ୍ଵଂସ କରିବେ, ଯାହା ପଥରଗୁଡିକରେ ନିର୍ମିତ ହୋଇଥଲା, ଏହି ଅଭିବ୍ୟକ୍ତିକୁ ପ୍ରକାଶ କରିବା ନିମନ୍ତେ ଏହା ଏକ ଅତିରଞ୍ଜିତ ବର୍ଣ୍ଣନା ଅଟେ (ଦେଖ: rc://*/ta/man/translate/figs-hyperbole)

you did not recognize

ତୁ ସ୍ୱୀକାର କଲୁ ନାହିଁ