or_tn/luk/19/43.md

1.7 KiB

Connecting Statement:

ଯୀଶୁ କହିବା ଜାରି ରଖନ୍ତି

For

ଯାହା ଏହା ପରେ ଆସିବ, ତାହା ଯୀଶୁଙ୍କ ଦୁଃଖର କାରଣ ଅଟେ I

the days will come upon you when indeed your enemies will build

ଏହା ଇଙ୍ଗିତ କରେ ଯେ ସେମାନେ କଷ୍ଟକର ସମୟଗୁଡିକର ଅନୁଭୁତି ପାଇବେ I କେତେକ ଭାଷା “ଆସିବା”ର ସମୟ ବିଷୟରେ କିଛି କୁହନ୍ତି ନାହିଁ I ବିକଳ୍ପ ଅନୁବାଦ: “ଭବିଷ୍ୟତରେ ଏହି ବିଷୟଗୁଡିକ ତୁମ ପ୍ରତି ଘଟିବ: ""ତୋହର ଶତୃମାନେ” ବା “ଶୀଘ୍ର ତୁମ୍ଭେମାନେ କଷ୍ଟକର ସମୟଗୁଡିକ ସହ୍ୟ କରିବ I “ତୁମ୍ଭମାନଙ୍କ ଶତୃମାନେ”

you ... your

“ତୋ” ଶବ୍ଦ ଏକବଚନ ଅଟେ କାରଣ ଯୀଶୁ ନଗରୀକୁ ଜଣେ ନାରୀକୁ କହିବା ପରି କହୁଛନ୍ତି I କିନ୍ତୁ ଯଦି ଏହା ତୁମର ଭାଷାରେ ଅସ୍ୱାଭାବିକ ହେବ, ତେବେ ତୁମେ ନଗରୀର ଲୋକମାନଙ୍କୁ ସୂଚାଇବା ନିମନ୍ତେ “ତୁମ୍ଭେମାନେ” ବ୍ୟବହାର କରିପାରିବ I (ଦେଖ: [[rc:///ta/man/translate/figs-you]] ଏବଂ [[rc:///ta/man/translate/figs-apostrophe]])

a barricade

ଏହା ଏକ ପାଚେରୀକୁ ସୂଚାଇଥାଏ ଯାହା ଲୋକମାନଙ୍କୁ ନଗରୀର ବାହାରକୁ ଯିବାରୁ ଅଟକାଇ ରଖେ I