or_tn/luk/19/38.md

16 lines
1.4 KiB
Markdown

# Blessed is the king
ସେମାନେ ଏହା ଯୀଶୁଙ୍କ ସମ୍ପର୍କରେ କହୁଥିଲେ
# in the name of the Lord
ଏଠାରେ “ନାମ” ଶବ୍ଦ ଶକ୍ତି ଓ ଅଧିକାରକୁ ସୂଚାଏ I ଆଉ “ପ୍ରଭୁ” ଶବ୍ଦ ଈଶ୍ୱରଙ୍କୁ ସୂଚାଏ I (ଦେଖ: [[rc://*/ta/man/translate/figs-metonymy]])
# Peace in heaven
ସ୍ୱର୍ଗରେ ଶାନ୍ତି ହେଉ ବା “ଆମ୍ଭେମାନେ ସ୍ୱର୍ଗରେ ଶାନ୍ତି ଦେଖିବାକୁ ଇଚ୍ଛା କରୁ”
# glory in the highest
ଊର୍ଦ୍ଧ୍ୱରେ ମହିମା ହେଉ ବା “ଆମ୍ଭେମାନେ ସର୍ବୋଚ୍ଚ ସ୍ଥାନରେ ମହିମା ଦେଖିବାକୁ ଇଚ୍ଛା କରୁ I” “ଊର୍ଦ୍ଧ୍ୱଲୋକ” ଶବ୍ଦ ସ୍ୱର୍ଗକୁ ସୂଚାଇଥାଏ, ଯାହା ଈଶ୍ୱରଙ୍କ ନିମନ୍ତେ ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ, ଯେଉଁ ଈଶ୍ୱର ସ୍ୱର୍ଗରେ ରୁହନ୍ତି I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଲୋକ ଈଶ୍ୱରଙ୍କୁ ସର୍ବୋଚ୍ଚ ସ୍ୱର୍ଗରେ ଗୌରବ ଦିଅନ୍ତୁ” (ଦେଖ: [[rc://*/ta/man/translate/figs-metonymy]])