or_tn/luk/19/36.md

355 B

they were spreading their cloaks

ଲୋକମାନେ ସେମାନଙ୍କ ବାହ୍ୟଲୁଗାଗୁଡିକ ବିଛାଇ ଦେବାକୁ ଲାଗିଲେ I ଏହା ଜଣକୁ ସମ୍ମାନ ଦେବା ନିମନ୍ତେ ଏକ ଚିହ୍ନ ଅଟେ I (ଦେଖ: rc://*/ta/man/translate/translate-symaction)