or_tn/luk/19/31.md

1.0 KiB

If anyone asks you ... has need of it

ଯୀଶୁ ଶିଷ୍ୟମାନଙ୍କୁ କହନ୍ତି ଯେ କିପରି ଏକ ପ୍ରଶ୍ନର ଉତ୍ତର ଦେବାକୁ ହୁଏ, ଯାହା ଏଯାଏ କେହି ପଚାରି ନାହାନ୍ତି I କିନ୍ତୁ, ସେହି ଗ୍ରାମର ଲୋକମାନେ ଶୀଘ୍ର ପଚାରିବେ I (ଦେଖ: rc://*/ta/man/translate/figs-hypo)

If anyone asks you, 'Why are you untying it?' you will say thus

ଭିତର ଉଦ୍ଧୃତିକୁ ମଧ୍ୟ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି କେହି ତୁମ୍ଭମାନଙ୍କୁ ପଚାରିବ, ତୁମ୍ଭେମାନେ କାହିଁକି ଏହାକୁ ଫିଟାଉଅଛ, କହିବ” (ଦେଖ: [[rc:///ta/man/translate/figs-quotesinquotes]] ଏବଂ [[rc:///ta/man/translate/figs-quotations]])