or_tn/luk/19/26.md

2.6 KiB

Connecting Statement:

ଲୂକ 19:11 ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି

I say to you

ଏହା ସେହି ରାଜା କହୁଛନ୍ତି I କେତେକ ଅନୁବାଦକମାନେ ହୁଏତ ଏହି ପଦକୁ “ଆଉ ରାଜା ଉତ୍ତର ଦେଲେ” କହିବା ସହିତ ଆରମ୍ଭ କରିବାକୁ ଇଚ୍ଛା କରିପାରନ୍ତି ବା “ କିନ୍ତୁ ରାଜା କହିଲେ ‘ମୁଁ ତୁମ୍ଭମାନଙ୍କୁ ଏହା କହୁଅଛି”

everyone who has will be given more

ଏହା ସୂଚାଏ ଯେ ତା’ପାଖରେ ଯାହା କିଛି ଅଛି ତାହା ମୋହରକୁ ବିଶ୍ୱସ୍ତ ଭାବରେ ବ୍ୟବହାର କରିଥିବା ହେତୁ ସେ ଉପାର୍ଜନ କରିଛି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେକେହି ତାକୁ ଯାହା ଦିଆଯାଇଛି ତାହାକୁ ଉତ୍ତମ ଭାବରେ ବ୍ୟବହାର କରିବ, ମୁଁ ତାହାକୁ ଆହୁରି ଅଧିକ ଦେବି” ବା “ଯେକେହି ମୁଁ ତାହାକୁ ଦେଇଅଛି ତାକୁ ଉତ୍ତମ ରୂପେ ବ୍ୟବହାର କରେ, ତାକୁ ମୁଁ ଆହରୁ ଅଧିକ ଦେବି” (ଦେଖ: [[rc:///ta/man/translate/figs-explicit]] ଏବଂ [[rc:///ta/man/translate/figs-activepassive]])

from the one who does not have

ଏହା ସୂଚାଏ ଯେ ଯେଉଁ କାରଣ ହେତୁ ତାହା ପାଖରେ ଅର୍ଥ ନାହିଁ , ତହିଁର କାରଣ ଏହି ଯେ ସେ ମୋହରକୁ ବିଶ୍ୱସ୍ତ ଭାବରେ ବ୍ୟବହାର କଲା ନାହିଁ I ବିକଳ୍ପ ଅନୁବାଦ: “ଯିଏ ମୁଁ ଯାହା ଦେଇଥିଲି ତାହାକୁ ଉତ୍ତମ ରୂପେ ବ୍ୟବହାର କରେ ନାହିଁ ସେହି ଲୋକଠାରୁ” (ଦେଖ: rc://*/ta/man/translate/figs-explicit)

will be taken away

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ତାହାଠାରୁ କାଢି ନେଇଯିବି” (ଦେଖ: rc://*/ta/man/translate/figs-activepassive)