or_tn/luk/19/21.md

1.9 KiB

a demanding man

ଏକ କଠୋର ଲୋକ ବା “ଜଣେ ଲୋକ ଯିଏ ତାହାର ଦାସମାନଙ୍କଠାରୁ ବହୁତ କିଛି ଅପେକ୍ଷା କରିଥାଏ”

You take up what you did not put down

ଏହା ହୁଏତ ଏକ ପ୍ରବାଦ ଅଟେ I ଜଣେ ବ୍ୟକ୍ତି ଯିଏ ସେ ରଖି ନ ଥିବା ଜିନିଷକୁ ଭଣ୍ଡାରରୁ ନେଇଯାଏ ବା ବ୍ୟାଙ୍କରୁ କାଢି ନେଇଥାଏ, ସେ ଏପରି ବ୍ୟକ୍ତି ଯିଏ ଅନ୍ୟ ଲୋକମାନଙ୍କ କଠିନ ପରିଶ୍ରମର କାର୍ଯ୍ୟରୁ ଲାଭ ଉଠାଇଥାଏ, ସେଭଳି ଜଣକ ପାଇଁ ଏହା ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆପଣ ଯାହା ରଖି ନ ଥାଆନ୍ତି, ତହିଁରୁ କାଢି ନିଅନ୍ତି” ବା “ଆପଣ ଏଭଳି ଜଣେ ବ୍ୟକ୍ତି ଯିଏ ଅନ୍ୟ ଲୋକମାନେ ରଖିଥିବା ବିଷୟରୁ ବାହାର କରି ନିଅନ୍ତି” (ଦେଖ: rc://*/ta/man/translate/figs-metaphor)

you reap what you did not sow

ଏହା ହୁଏତ ଏକ ପ୍ରବାଦ ଅଟେ I ଜଣେ ବ୍ୟକ୍ତି ଫସଲ ଅମଳ କରିଥାଏ ଯାହା ହୁଏତ ଅନ୍ୟ ଜଣେ ବ୍ୟକ୍ତି ରୋପଣ କରିଥାଏ, ଏହି କଥା ଜଣେ ଲୋକ ଅନ୍ୟ ଲୋକମାନଙ୍କ କଠିନ ପରିଶ୍ରମର କାର୍ଯ୍ୟରୁ ଲାଭ ଉଠାଇବା ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆପଣ ଏଭଳି ଜଣେ ବ୍ୟକ୍ତି ଯିଏ ଅନ୍ୟ ଜଣେ ଲୋକ ବୁଣିଥିବା ଫସଲ ଅମଳ କରିଥାଏ” (ଦେଖ: rc://*/ta/man/translate/figs-metaphor)