or_tn/luk/19/18.md

16 lines
1.4 KiB
Markdown

# Connecting Statement:
[ଲୂକ 19:11](./19/11.ମଝି)ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି I
# The second
ଦ୍ୱିତୀୟ ଦାସ (ଦେଖ: [[rc://*/ta/man/translate/translate-ordinal]])
# Your mina, master, has made five minas
ଏହା ସୂଚାଏ ଯେ ଯେଉଁ ଦାସକୁ ଡକାଯାଇଥିଲା ସେ କିଛି ଲାଭ କରିଥିଲା I ବିକଳ୍ପ ଅନୁବାଦ: “ପ୍ରଭୋ, ମୁଁ ଆପଣଙ୍କ ମୋହରକୁ ଆଉ ଅଧିକ ପାଞ୍ଚଗୋଟି ମୋହର ଲାଭ କରିବା ପାଇଁ ବ୍ୟବହାର କରିଛି” (ଦେଖ: [[rc://*/ta/man/translate/figs-explicit]])
# mina
ଗୋଟିଏ ମୋହର 600 ଗ୍ରାମ୍ ର ଓ ହୁଏତ ରୁପାର ଥିଲା I ପ୍ରତ୍ୟେକ ମୋହର 100 ଦିନର ମଜୁରି ସହିତ ସମାନ ଥିଲା, ଯାହା ହୁଏତ ପ୍ରାୟ ଚାରି ମାସର କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଦିଆଯାଉଥିଲା I ଲକ୍ଷ୍ୟ କର ଯେ [ଲୂକ 19 :13](../19/11.ମଝି) ରେ ତୁମେ ଏହାକୁ କିପରି ଅନୁବାଦ କରିଛ I (ଦେଖ: [[rc://*/ta/man/translate/translate-bweight]])