or_tn/luk/19/12.md

874 B

A certain man of noble birth

ଶାସକ ଶ୍ରେଣୀରେ ଥିବା ଏକ ନିର୍ଦ୍ଧିଷ୍ଟ ଲୋକ ବା “ଗୋଟିଏ ମହତ୍ତ୍ଵପୂର୍ଣ୍ଣ ପରିବାରର ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି”

to receive for himself a kingdom

ଏହା ଏକ ଅପେକ୍ଷାକୃତ କମ୍ ସ୍ତରର ରାଜାଙ୍କର ଛବି ଯିଏ ମହତ୍ତର ରାଜାଙ୍କ ପାଖକୁ ଯାଉଛନ୍ତି I ମହତ୍ତର ରାଜା ଆପଣାଠାରୁ ଅପେକ୍ଷାକୃତ କମ୍ ସ୍ତରର ରାଜାଙ୍କୁ ତାଙ୍କ ଦେଶରେ ରାଜତ୍ଵ କରିବା ନିମନ୍ତେ କ୍ଷମତା ଓ ଅଧିକାର ଦେବେ I (ଦେଖ: rc://*/ta/man/translate/figs-explicit)