or_tn/luk/19/11.md

1.0 KiB

General Information:

ଯୀଶୁ ଲୋକସମୂହକୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଯୀଶୁ କାହିଁକି ସେହି ଦୃଷ୍ଟାନ୍ତ କହିଲେ ସେସମ୍ପର୍କରେ ପଦ 11 ପୃଷ୍ଟଭୂମି ଜନିତ ତଥ୍ୟ ଦିଏ I (ଦେଖ: [[rc:///ta/man/translate/figs-parables]] ଏବଂ [[rc:///ta/man/translate/writing-background]])

that the kingdom of God was about to appear immediately

ଯିହୂଦୀମାନେ ବିଶ୍ୱାସ କରୁଥିଲେ ଯେ ମଶୀହ ଯିରୂଶାଲମକୁ ଆସିବା ମାତ୍ରକେ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ପ୍ରତିଷ୍ଠା କରିବେ I ବିକଳ୍ପ ଅନୁବାଦ: “ଏହା ହେବ ଯେ ଯୀଶୁ ତୁରନ୍ତ ଈଶ୍ୱରଙ୍କ ରାଜ୍ୟ ଉପରେ ରାଜତ୍ଵ କରିବା ଆରମ୍ଭ କରିବେ” (ଦେଖ: rc://*/ta/man/translate/figs-explicit)