or_tn/luk/18/35.md

1.4 KiB

General Information:

ଯୀଶୁ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଏକ ଅନ୍ଧ ଲୋକକୁ ସୁସ୍ଥ କରନ୍ତି I ଏହି ପଦଗୁଡିକ କାହାଣୀର ପୃଷ୍ଟଭୂମି ସମ୍ପର୍କୀୟ ତଥ୍ୟ ଏବଂ ପରିପ୍ରେକ୍ଷୀ ବିଷୟରେ ତଥ୍ୟ ଦିଅନ୍ତି I (ଦେଖ: rc://*/ta/man/translate/writing-background)

Now it happened that

କାହାଣୀର ନୂତନ ଭାଗର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ବାକ୍ୟାଂଶ ବ୍ୟବହୃତ ହୋଇଛି I (ଦେଖ: rc://*/ta/man/translate/writing-newevent)

a certain blind man was sitting

ସେଠାରେ ଜଣେ ଅନ୍ଧ ଲୋକ ବସିଥିଲା I ଏଠାରେ “ଜଣେ” ଶବ୍ଦର ଅର୍ଥ ଏହି ଯେ ସେହି ଅନ୍ଧ ଲୋକ କାହାଣୀରେ ଏକ ମହତ୍ତ୍ଵପୂର୍ଣ୍ଣ ନୂତନ ଅଂଶଗ୍ରହଣକାରୀ ଅଟେ କିନ୍ତୁ ଲୂକ ତା’ର ନାମ ଉଲ୍ଲେଖ କରନ୍ତି ନାହିଁ I ସେ କାହାଣୀରେ ଏକ ନୂତନ ଅଂଶଗ୍ରହଣକାରୀ ଅଟେ I (ଦେଖ: rc://*/ta/man/translate/writing-participants)