or_tn/luk/18/33.md

830 B

him ... he will rise again

ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି I ବିକଳ୍ପ ଅନୁବାଦ: “ମୁଁ ...ମୁଁ ...ଆମ୍ଭେ”(ଦେଖ: rc://*/ta/man/translate/figs-123person)

on the third day

ଏହା ତାଙ୍କର ମୃତ୍ୟୁର ତୃତୀୟ ଦିବସକୁ ସୂଚାଏ I କିନ୍ତୁ, ଶିଷ୍ୟମାନେ ତଥାପି ଏହାକୁ ସେପର୍ଯ୍ୟନ୍ତ ବୁଝି ନ ଥିଲେ, ତେଣୁ ଏହା ସର୍ବୋତ୍କୃଷ୍ଟ ହେବ ଯେ ଏହି ପଦକୁ ଅନୁବାଦ କଲାବେଳେ ଏହି ବ୍ୟାଖ୍ୟାକୁ ଯୋଗ କରିବେ ନାହିଁ I (ଦେଖ: rc://*/ta/man/translate/translate-ordinal)