or_tn/luk/18/26.md

1018 B

those who heard it

ଯେଉଁମାନେ ଯୀଶୁଙ୍କ କଥା ଶୁଣୁଥିଲେ ସେମାନେ କହିଲେ

Then who can be saved?

ଏହା ସମ୍ଭବ ଯେ ସେମାନେ ଏକ ଉତ୍ତର ମାଗୁଥିଲେ I କିନ୍ତୁ ଏହା ଆହୁରି ସମ୍ଭବ ଯେ ସେମାନେ ସେମାନଙ୍କର ବିସ୍ମୟଭାବକୁ ଗୁରୁତ୍ଵ ଦେବା ନିମନ୍ତେ ସେହି ପ୍ରଶ୍ନ ବ୍ୟବହାର କଲେ I ବିକଳ୍ପ ଅନୁବାଦ: “ତାହାହେଲେ କେହି ବି ପାପରୁ ଉଦ୍ଧାର ପାଇ ପାରିବ ନାହିଁ !” ବା ସକ୍ରିୟ ରୂପ ଅନୁସାରେ “ତାହାହେଲେ ଈଶ୍ୱର କାହାକୁ ସୁଦ୍ଧା ଉଦ୍ଧାର କରିବେ ନାହିଁ !” (ଦେଖ: [[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-activepassive]])