or_tn/luk/18/19.md

1.3 KiB

Why do you call me good? No one is good, except God alone

ଯୀଶୁ ପ୍ରଶ୍ନ ପଚାରନ୍ତି, କାରଣ ସେ ଜାଣନ୍ତି ଯେ ପଦ 18ରେ ଥିବା ସେହି ଅଧ୍ୟକ୍ଷର ପ୍ରଶ୍ନ ପ୍ରତି ଯୀଶୁଙ୍କ ଉତ୍ତରକୁ ସେହି ଅଧ୍ୟକ୍ଷ ପସନ୍ଦ କରିବ ନାହିଁ I ଯୀଶୁ ଅପେକ୍ଷା କରନ୍ତି ନାହିଁ ଯେ ସେହି ଅଧ୍ୟକ୍ଷ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦେବ I ସେହି ଅଧ୍ୟକ୍ଷ ବୁଝୁ ବୋଲି ଯୀଶୁ ଇଚ୍ଛା କଲେ ଯେ ଯୀଶୁଙ୍କ ପ୍ରତି ସେହି ଅଧ୍ୟକ୍ଷଙ୍କ ପ୍ରଶ୍ନର ଉତ୍ତର ଈଶ୍ୱରଙ୍କଠାରୁ ଆସିଛି, ଯିଏ କେବଳ ସତ୍ ଅଟନ୍ତି I ବିକଳ୍ପ ଅନୁବାଦ: “ତୁମେ ଜାଣ ଯେ ଈଶ୍ୱରଙ୍କ ବିନା କେହି ସତ୍ ନୁହନ୍ତି, ତେଣୁ ମୋତେ ସତ୍ ବୋଲି ସମ୍ବୋଧନ କରିବା ଦ୍ୱାରା ମୋତେ ଈଶ୍ୱରଙ୍କ ସହିତ ତୁଳନା କରିବା ଅଟେ” (ଦେଖ: rc://*/ta/man/translate/figs-rquestion)