or_tn/luk/18/18.md

1.7 KiB

Connecting Statement:

ଏହା [ଲୂକ 17:20 ](../17 /20 .ମଝି )ରେ ଆରମ୍ଭ ହୋଇଥିବା କାହାଣୀର ଅଂଶର ପରବର୍ତ୍ତୀ ଘଟଣା ଅଟେ I ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ସମ୍ପର୍କରେ ଯୀଶୁ ଜଣେ ଅଧ୍ୟକ୍ଷଙ୍କ ସହିତ କଥାବାର୍ତ୍ତା କରନ୍ତି I

a certain ruler

ଏହା କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ପ୍ରଦାନ କରେ I ଏହା ତାଙ୍କୁ କେବଳ ତାଙ୍କର ପଦବୀ ଦ୍ୱାରା ଚିହ୍ନଟ କରେ I (ଦେଖ: rc://*/ta/man/translate/writing-participants)

what must I do

ମୁଁ କ’ଣ କରିବା ଆବଶ୍ୟକ ବା “ମୋଠାରୁ କ’ଣ ଆବଶ୍ୟକ କରାଯାଏ”

inherit eternal life

ସେହି ଜୀବନ ପାଇବ ଯାହା ଶେଷ ହୁଏ ନାହିଁ I “ଅଧିକାରୀ ହେବା” ଶବ୍ଦ ସାଧାରଣତଃ ଜଣେ ବ୍ୟକ୍ତି ତାହାର ମୃତ୍ୟୁ ପରେ ତା’ର ସନ୍ତାନମାନଙ୍କ ନିମନ୍ତେ ଛାଡି ଯାଇଥିବା ସମ୍ପତ୍ତିକୁ ସୂଚାଇଥାଏ I ଅତଏବ, ଏହି ରୂପକ ଏହି ଅର୍ଥ ପ୍ରକାଶ କରେ ଯେ ସେ ନିଜକୁ ଈଶ୍ୱରଙ୍କ ସନ୍ତାନ ଭାବରେ ବୁଝିଥାଏ ଏବଂ ବାଞ୍ଛା କରେ ଯେ ଈଶ୍ୱର ତାକୁ ଅନନ୍ତଜୀବନ ଦେବେ I (ଦେଖ: rc://*/ta/man/translate/figs-metaphor)