or_tn/luk/18/17.md

1.1 KiB

Truly I say to you

ନିଶ୍ଚିତ ଭାବରେ ମୁଁ ତୁମ୍ଭମାନଙ୍କୁ କହୁଛି I ଯୀଶୁ ଯାହା କହିବାକୁ ଯାଉଛନ୍ତି ତାହାର ପ୍ରାଧାନ୍ୟତାକୁ ଗୁରୁତ୍ଵ ଦେବା ପାଇଁ ଏହି ଅଭିବ୍ୟକ୍ତି ବ୍ୟବହାର କଲେ I

whoever will not receive the kingdom of God like a child will definitely not enter into it

ଈଶ୍ୱର ଆବଶ୍ୟକ କରନ୍ତି ଯେ ଲୋକମାନେ ବିଶ୍ୱାସ ଏବଂ ନମ୍ରତା ସହକାରେ ସେମାନଙ୍କ ଉପରେ ତାଙ୍କର ରାଜତ୍ଵକୁ ଗ୍ରହଣ କରନ୍ତୁ I ବିକଳ୍ପ ଅନୁବାଦ: “ଯେକେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ଇଚ୍ଛା କରେ ସେ ନିଶ୍ଚୟ ଏହାକୁ ଏକ ଶିଶୁ ପରି ବିଶ୍ୱାସ ଏବଂ ନମ୍ରତା ସହକାରେ ଗ୍ରହଣ କରୁ” (ଦେଖ: rc://*/ta/man/translate/figs-simile)