or_tn/luk/18/13.md

1.9 KiB

Connecting Statement:

ଯୀଶୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କରିଛନ୍ତି I ପଦ 14ରେ, ସେ ଦୃଷ୍ଟାନ୍ତଟି କଅଣ ଶିକ୍ଷା ଦିଏ ସେସମ୍ପର୍କରେ ମନ୍ତବ୍ୟ ଦିଅନ୍ତି I

standing at a distance

ଫାରୂଶୀଠାରୁ ଦୂରରେ ଠିଆ ହେଲା I ଏହା ନମ୍ରତାର ଏକ ଚିହ୍ନ ଅଟେ I ସେ ଫାରୂଶୀର ନିକଟରେ ଠିଆ ହେବାକୁ ଯୋଗ୍ୟ ମନେ କଲା ନାହିଁ I

lift up his eyes to heaven

“ଊର୍ଦ୍ଧ୍ୱକୁ ତାହାର ଚକ୍ଷୁ ଉତ୍ତୋଳନ କରିବା” ଅର୍ଥ କିଛି ବିଷୟ ପ୍ରତି ଦୃଷ୍ଟି ଦେବା ଅଟେ I ବିକଳ୍ପ ଅନୁବାଦ: “ସ୍ୱର୍ଗ ଆଡକୁ ଦେଖିବା” ବା “ଊର୍ଦ୍ଧ୍ୱକୁ ଦେଖିବା” (ଦେଖ: rc://*/ta/man/translate/figs-idiom)

was beating his breast

ଏହା ବିଶେଷ ଦୁଃଖର ଏକ ବାହ୍ୟ ପ୍ରକାଶନ ଅଟେ, ଓ ଏହି ଲୋକର ମନପରିବର୍ତ୍ତନ ଓ ନମ୍ରତାକୁ ଦର୍ଶାଏ I ବିକଳ୍ପ ଅନୁବାଦ: “ତାହାର ଦୁଃଖ ଦେଖାଇବା ପାଇଁ ଆପଣା ଛାତିରେ ମାରି ହେଲା”(ଦେଖ: rc://*/ta/man/translate/translate-symaction)

God, have mercy on me, the sinner

ହେ ଈଶ୍ୱର, ଅନୁଗ୍ରହପୂର୍ବକ ମୋ’ ପ୍ରତି ଦୟାପୂର୍ଣ୍ଣ ହୁଅ I ମୁଁ ଜଣେ ପାପୀ ବା “ହେ ଈଶ୍ୱର, ଅନୁଗ୍ରହ କରି ମୋ’ ଉପରେ ଦୟା ପ୍ରକାଶ କର ଯଦିଓ ମୁଁ ଅନେକ ପାପସବୁ କରିଛି”