or_tn/luk/18/11.md

1.7 KiB

The Pharisee stood and was praying this to himself

ଗ୍ରୀକ୍ ଭାଷାରେ ଏହି ବାକ୍ୟାଂଶର ଅର୍ଥ ସ୍ପଷ୍ଟ ନୁହେଁ I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଫାରୂଶୀ ଠିଆ ହେଲା ଏବଂ ନିଜ ବିଷୟରେ ଏହି ପ୍ରକାରେ ପ୍ରାର୍ଥନା କଲା” ବା 2) “ଫାରୂଶୀ ନିଜେ ଠିଆ ହେଲା ଓ ପ୍ରାର୍ଥନା କଲା I”

robbers

ଡକାଇତମାନେ ଏଭଳି ଲୋକ ଅଟନ୍ତି, ଯେଉଁମାନେ ଲୋକମାନଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କଠାରୁ ଜିନିଷପତ୍ର ଛଡାଇ ନିଅନ୍ତି ବା ଡକାଇତମାନେ ଯାହା ମାଗି ଥାଆନ୍ତି, ତାହା ଦେବା ପାଇଁ ଯଦି ସେମାନେ ମନା କରନ୍ତି ତେବେ ସେମାନେ ସେମାନଙ୍କର କ୍ଷତି କରିବା ପାଇଁ ଧମକ ଦିଅନ୍ତି I

or even like this tax collector

ଫାରୂଶୀମାନେ ବିଶ୍ୱାସ କରୁଥିଲେ ଯେ କରଗ୍ରାହୀମାନେ ଡକାଇତମାନଙ୍କ ପରି ପାପପୂର୍ଣ୍ଣ, ଅଧାର୍ମିକ ଲୋକ, ଓ ବ୍ୟଭିଚାରୀ ଅଟନ୍ତି I ଏହାକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ପୁଣି ମୁଁ ନିଶ୍ଚିତ ଭାବରେ ଏହି କରଗ୍ରାହୀ ପରି ନୁହେଁ ଯିଏ ଲୋକମାନଙ୍କୁ ଠକି ଥାଏ” (ଦେଖ: rc://*/ta/man/translate/figs-explicit)