or_tn/luk/18/07.md

1.2 KiB

Now

ଏହି ଶବ୍ଦ ସୂଚାଏ ଯେ ଯୀଶୁ ଦୃଷ୍ଟାନ୍ତକୁ ସମାପ୍ତ କରି ସାରିଛନ୍ତି ଏବଂ ଏହାର ଅର୍ଥ ବୁଝାଇବା ଆରମ୍ଭ କରିଛନ୍ତି I

will not God also bring about ... night?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଈଶ୍ୱର ମଧ୍ୟ ନିଶ୍ଚିତ ଭାବରେ ... ରାତ୍ରି !” (ଦେଖ: rc://*/ta/man/translate/figs-rquestion)

for his elect

ସେ ମନୋନୀତ କରିଥିବା ଲୋକମାନେ

Will he delay long over them?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: ସେ ନିଶ୍ଚିତ ଭାବରେ ସେମାନଙ୍କ ଉପରେ ଦୀର୍ଘ ସମୟ ବିଳମ୍ବ କରିବେ ନାହିଁ !”(ଦେଖ: rc://*/ta/man/translate/figs-rquestion)