or_tn/luk/17/34.md

1.7 KiB

I tell you

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ସମ୍ବୋଧନ କରିଚାଲିଥିବା ବେଳେ ସେ ସେମାନଙ୍କୁ ଯାହା କହୁଛନ୍ତି ତାହାର ମହତ୍ତ୍ଵ ଉପରେ ଗୁରୁତ୍ଵ ଆରୋପ କରୁଛନ୍ତି I

in that night

ଯଦି ସେ, ମନୁଷ୍ୟପୁତ୍ର, ରାତ୍ରୀ ସମୟରେ ଆସନ୍ତି ତାହାହେଲା କ’ଣ ହେବ ତାହା ସମ୍ପର୍କରେ ସୂଚାଏ I

there will be two people in one bed

ଏହି ଦୁଇଜଣ ବ୍ୟକ୍ତିଙ୍କ ଉପରେ ଗୁରୁତ୍ଵ ଦିଆଯାଇ ନାହିଁ ମାତ୍ର ଏହି ବାସ୍ତବତା ଉପରେ ଯେ କେତେକ ଲୋକମାନେ କାଢି ନିଆଯିବେ ଏବଂ ଅନ୍ୟମାନେ ପରିତ୍ୟକ୍ତ ହେବେ I

bed

ଗଦି ବା “ଖଟ”

One will be taken, and the other will be left

ଜଣେ ବ୍ୟକ୍ତି ଗ୍ରହଣ କରାଯିବ ଏବଂ ଅନ୍ୟ ବ୍ୟକ୍ତି ପଛରେ ପରିତ୍ୟକ୍ତ ହେବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ଜଣେ ବ୍ୟକ୍ତିକୁ ଗ୍ରହଣ କରିବେ ଓ ଅନ୍ୟ ଜଣକୁ ଛାଡି ଦେବେ” ବା “ଦୂତମାନେ ଜଣକୁ ନେଇଯିବେ ଓ ଅନ୍ୟ ଜଣକୁ ପଛରେ ଛାଡି ଦେଇଯିବେ”(ଦେଖ: rc://*/ta/man/translate/figs-activepassive)