or_tn/luk/17/25.md

739 B

But first he must suffer

କିନ୍ତୁ ପ୍ରଥମେ ମନୁଷ୍ୟପୁତ୍ର ଅବଶ୍ୟ ଦୁଃଖଭୋଗ କରିବେ I ଯୀଶୁ ତୃତୀୟ ପୁରୁଷ ବ୍ୟବହାର କରି ନିଜ ସମ୍ପର୍କରେ କହୁଛନ୍ତି I (ଦେଖ: rc://*/ta/man/translate/figs-123person)

be rejected by this generation

ଏହାକୁ ସକ୍ରିୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ପିଢୀର ଲୋକମାନେ ନିଶ୍ଚୟ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ” (ଦେଖ: rc://*/ta/man/translate/figs-activepassive)