or_tn/luk/17/24.md

917 B

for as the flashing lightning shines

ମନୁଷ୍ୟପୁତ୍ରଙ୍କ ଆଗମନ ବିଜୁଳିର ପ୍ରକାଶମାନ ପରି ସ୍ପଷ୍ଟ ଓ ହଠାତ୍ ହେବ I ବିକଳ୍ପ ଅନୁବାଦ: “ବିଜୁଳି ଚମକିଲେ ଯେପରି ସମସ୍ତେ ଦେଖି ପାରନ୍ତି” ବା “ଯେପରି ବିଜୁଳି ହଠାତ୍ ପ୍ରକାଶିତ ହୁଏ” (ଦେଖ: rc://*/ta/man/translate/figs-simile)

so will the Son of Man be

ଏହା ଈଶ୍ୱରଙ୍କ ଭବିଷ୍ୟତର ରାଜ୍ୟକୁ ସୂଚାଏ I ବିକଳ୍ପ ଅନୁବାଦ: ସେହି ଦିନ ଏପରି ହେବ ଯେତେବେଳେ ମନୁଷ୍ୟପୁତ୍ର ରାଜତ୍ଵ କରିବା ନିମନ୍ତେ ଆସିବେ” (ଦେଖ: rc://*/ta/man/translate/figs-explicit)