or_tn/luk/17/21.md

1.4 KiB

the kingdom of God is in the midst of you

ବିଶେଷ୍ୟ ପଦ “ରାଜ୍ୟ”ର ଚିନ୍ତାଧାରାକୁ ""ରାଜତ୍ଵ କରିବା” କ୍ରିୟାପଦ ଦ୍ୱାରା ପ୍ରକାଶ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ରାଜତ୍ଵ କରନ୍ତି” (ଦେଖ: rc://*/ta/man/translate/figs-explicit)

the kingdom of God is in the midst of you

ଯୀଶୁ ସେହି ଧର୍ମନେତାମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ ଯେଉଁମାନେ ତାଙ୍କ ପ୍ରତି ଶତୃତା ଭାବାପନ୍ନ ଥିଲେ I ସାମ୍ଭାବ୍ୟ ଅର୍ଥଗୁଡିକ 1) “ତୁମ୍ଭେମାନେ” ଶବ୍ଦ ସର୍ବସାଧାରଣ ଲୋକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଟେ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ ଲୋକମାନଙ୍କ ମଧ୍ୟରେ ଅଛି” ବା 2) ଅନୁବାଦ ହୋଇଥିବା “ଭିତରେ” ଶବ୍ଦର ଅର୍ଥ “ମଧ୍ୟରେ” ଅଟେ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି”