or_tn/luk/17/19.md

4 lines
598 B
Markdown

# Your faith has made you well
ତୁମର ବିଶ୍ୱାସ ହେତୁ ତୁମେ ସୁସ୍ଥ ହୋଇଅଛ I “ବିଶ୍ୱାସ” ସମ୍ପର୍କୀୟ ଏହି ଚିନ୍ତାଧାରାକୁ “ବିଶ୍ୱାସ କରିବା” କ୍ରିୟାପଦ ଦ୍ୱାରା ପ୍ରକାଶ କରିହେବ I ବିକଳ୍ପ ଅନୁବାଦ: “ଯେହେତୁ ତୁମେ ବିଶ୍ୱାସ କରିଛ, ତୁମେ ପୂନର୍ବାର ସୁସ୍ଥ ହୋଇଛ” (ଦେଖ: [[rc://*/ta/man/translate/figs-abstractnouns]])