or_tn/luk/17/18.md

1.0 KiB

Were there no others who returned to give glory to God, except this foreigner?

ଏହା ଏକ ବକ୍ତବ୍ୟ ହୋଇ ପାରିବ I ବିକଳ୍ପ ଅନୁବାଦ: କେହି ନୁହେଁ, ମାତ୍ର ଏହି ବିଦେଶୀ ଲୋକ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଫେରି ଆସିଲା” ବା “ଈଶ୍ୱର ଦଶଜଣ ଲୋକଙ୍କୁ ସୁସ୍ଥ କଲେ, ତଥାପି କେବଳ ଏହି ବିଦେଶୀ ଲୋକ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଫେରି ଆସିଲା I” (ଦେଖ: rc://*/ta/man/translate/figs-rquestion)

this foreigner

ଶମିରୋଣୀୟମାନଙ୍କର ପିତୃପୁରୁଷମାନେ ଅଣ-ଯିହୂଦୀୟ ଥିଲେ ଏବଂ ସେମାନେ ଯିହୂଦୀମାନଙ୍କ ପରି ସମାନ ପଦ୍ଧତିରେ ଈଶ୍ୱରଙ୍କ ଉପାସନା କରୁ ନ ଥିଲେ I