or_tn/luk/17/17.md

2.0 KiB

Connecting Statement:

ଏହା ଯୀଶୁ ଦଶଜଣ କୁଷ୍ଠୀଙ୍କୁ ସୁସ୍ଥ କରିବା ସମ୍ପର୍କୀୟ କାହାଣୀର ଶେଷ ଭାଗ ଅଟେ I

Then Jesus answered and said

ସେହି ଲୋକ ଯାହା କଲା ସେଥି ପ୍ରତି ଯୀଶୁ ପ୍ରତ୍ୟୁତ୍ତର କଲେ, କିନ୍ତୁ ସେ ତାଙ୍କ ଚାରିପଟେ ରହିଥିବା ଲୋକମାନଙ୍କୁ କହୁଥିଲେ I ବିକଳ୍ପ ଅନୁବାଦ: “ତେଣୁ ଯୀଶୁ ଲୋକସମୂହକୁ କହିଲେ”(ଦେଖ: rc://*/ta/man/translate/figs-explicit)

Were not the ten cleansed?

ତିନୋଟି ଆଳଙ୍କାରିକ ପ୍ରଶ୍ନ ମଧ୍ୟରୁ ଏହା ପ୍ରଥମ ପ୍ରଶ୍ନ ଅଟେ I ଯୀଶୁ ଏହି ପ୍ରଶ୍ନଗୁଡ଼ିକୁ ତାଙ୍କ ଚାରିପଟେ ଥିବା ଲୋକମାନଙ୍କୁ ଏହା ଦର୍ଶାଇବା ନିମନ୍ତେ ବ୍ୟବହାର କଲେ ଯେ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଦଶଜଣଙ୍କ ମଧ୍ୟରୁ କେବଳ ଯେ ଜଣେ ଫେରି ଆସିଲା ଏହି କଥାରେ ସେ କେତେ ଦୂର ଆଶ୍ଚର୍ଯ୍ୟାନ୍ୱିତ ଓ ନିରାଶ ଅଟନ୍ତି I ବିକଳ୍ପ ଅନୁବାଦ: “ଦଶଜଣ ଲୋକ ସୁସ୍ଥ ହେଲେ” ବା “ଈଶ୍ୱର ଦଶଜଣ ଲୋକଙ୍କୁ ସୁସ୍ଥ କଲେ I” (ଦେଖ: rc://*/ta/man/translate/figs-rquestion)

But where are the nine?

ବାକି ନଅଜଣ କାହିଁକି ଫେରି ଆସିଲେ ନାହିଁ ? ଏହା ଏକ ବକ୍ତବ୍ୟ ହୋଇ ପାରିବ I ବିକଳ୍ପ ଅନୁବାଦ: “ଅବଶିଷ୍ଟ ନଅଜଣ ମଧ୍ୟ ଫେରି ଆସିବା ଉଚିତ୍ ଥିଲା” (ଦେଖ: rc://*/ta/man/translate/figs-rquestion)