or_tn/luk/17/12.md

980 B

a certain village

ଏହି ବାକ୍ୟାଂଶ ସେହି ଗ୍ରାମକୁ ଚିହ୍ନଟ କରେ ନାହିଁ

ten men who were lepers met him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଦଶଜଣ କୁଷ୍ଠୀ ତାଙ୍କୁ ଭେଟିଲେ” ବା “ଯେଉଁମାନଙ୍କୁ କୁଷ୍ଠ ରୋଗ ହୋଇଥିଲା ସେହି ଦଶଜଣ ଲୋକ ତାଙ୍କୁ ସାକ୍ଷାତ କଲେ” (ଦେଖ: rc://*/ta/man/translate/figs-activepassive)

They stood far away from him

ଏହା ଏକ ସମ୍ମାନଯୁକ୍ତ ଅଙ୍ଗଭଙ୍ଗୀ ଅଟେ, କାରଣ କୁଷ୍ଠୀମାନଙ୍କର ଅନ୍ୟ ଲୋକମାନଙ୍କୁ ଭେଟିବା ପାଇଁ ଅନୁମତି ନ ଥିଲା I (ଦେଖ: rc://*/ta/man/translate/figs-explicit)