or_tn/luk/17/10.md

12 lines
1.3 KiB
Markdown

# you also
ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କଥା କହୁଥିଲେ ତେଣୁ ଯେଉଁ ଭାଷାଗୁଡିକରେ “ତୁମ୍ଭେମାନେ” ବହୁବଚନ ଅଟେ ତାହା ବ୍ୟବହାର କରିବା ଉଚିତ୍ I (ଦେଖ: [[rc://*/ta/man/translate/figs-you]])
# the things that you were commanded
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଲେ” (ଦେଖ: [[rc://*/ta/man/translate/figs-activepassive]])
# We are unworthy servants
ସେମାନେ କୌଣସି ପ୍ରଶଂସାର କାର୍ଯ୍ୟ କଲେ ନାହିଁ, ଏହି ବିଷୟକୁ ପ୍ରକାଶ କରିବା ପାଇଁ ଏହାକୁ ଅତିରଞ୍ଜିତ କରାଯାଇଛି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସାଧାରଣ କ୍ରୀତଦାସ ଅଟୁ” ବା ଆମ୍ଭେମାନେ ଦାସମାନେ ତୁମର ପ୍ରଶଂସାର ଯୋଗ୍ୟ ନୋହୁଁ” (ଦେଖ: [[rc://*/ta/man/translate/figs-hyperbole]])