or_tn/luk/17/09.md

1.2 KiB

Connecting Statement:

ଯୀଶୁ ଶିକ୍ଷା ଦେବା ସମାପ୍ତ କରନ୍ତି I ଏହା କାହାଣୀର ଏହି ଭାଗର ଅନ୍ତ ଅଟେ I

He does not thank the servant ... were commanded, does he?

ଲୋକମାନେ ଦାସମାନଙ୍କ ସହିତ କିପରି ବ୍ୟବହାର କରନ୍ତି ତାହା ଦର୍ଶାଇବା ପାଇଁ ଯୀଶୁ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ଏହା ଏକ ଉକ୍ତି ହୋଇପାରିବ I ବିକଳ୍ପ ଅନୁବାଦ: “ସେ ସେହି ଦାସକୁ ଧନ୍ୟବାଦ ଦେବ ନାହିଁ ... ଆଜ୍ଞା ଦେଲେ” (ଦେଖ: rc://*/ta/man/translate/figs-rquestion)

the things that were commanded

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ତାହାକୁ ଯାହାସବୁ କରିବା ପାଇଁ ଆଜ୍ଞା ଦେଇଥିଲ” (ଦେଖ: rc://*/ta/man/translate/figs-activepassive)

does not ... does he?

ଠିକ? “ଏହା ସତ୍ୟ ନୁହେଁ କି ?